ଧାମନଗର ବ୍ଲକ ରେ ବିଭିନ୍ନ ପଞ୍ଚାୟତ ରେ ଥିବା ବସୁଧା ଯୋଜନା ପ୍ରକଳ୍ପ ଠପ୍ ହୋଇ ପଡ଼ିଛି ସେପଟେ ପଞ୍ଚାୟତ ଲୋକଙ୍କ ଘର କୁ ପାଣି ପହଞ୍ଚି ପାରୁନାହିଁ । ଫଳରେ ଖରା ଦିନେ ଆରମ୍ଭରୁ ଲୋକ ମାନେ ପାଣି ପାଇଁ ସଂକଟାପନ୍ନ ଥିବା ଦେଖିବାକୁ ମିଳିଛି ଅଭିଯୋଗ କରିଛନ୍ତି ।
ଟାଙ୍କି ଅଛି ହେଲେ ମିଳୁ ନାହିଁ ପିଇବା ପାଣି

ଅର୍ଗସ ବ୍ୟୁରୋ : ଖରା ଦିନ ଆରମ୍ଭରୁ ଦେଖା ଦେଲାଣି ଜଳ କଷ୍ଟ । ଟାଙ୍କି ଅଛି ହେଲେ ମିଳୁ ନାହିଁ ପିଇବା ପାଣି । ଖରା ଦିନ ଆରମ୍ଭରୁ ଭଦ୍ରକ ଧାମନଗରରେ ଏମିତି କିଛି ସମସ୍ୟା ଦେଖିବାକୁ ମିଳିଛି ।
Download Argus News App
