ଛାତ୍ରାବାସରେ ଥିବା ପାଇପ ଲାଇନ ଫାଟି ଯାଇଥିବାରୁ ଗତ 4 ଦିନ ହେଲା ପାଣିର ସମସ୍ୟା ଲାଗି ରହିଛି । ପରିସ୍ଥିତି ଏଭଳି ହୋଇଛି ଯେ, ଗତକାଲିଠାରୁ ଛାତ୍ରମାନେ ଗାଧୋଇ ନଥିବା ଅଭିଯୋଗ କରିଛନ୍ତି । ଏଭଳିକି ପିଇବା ପାଇଁ ବି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଯାହାକୁ ନେଇ ବିଳମ୍ବିତ ରାତି ଯାଏଁ ଛାତ୍ରମାନେ ଏକାଠି ହୋଇ କୁଳପତିଙ୍କ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ସୂଚନା ରହିଛି ।
ବ୍ରହ୍ମପୁର ୟୁର୍ନିଭର୍ସିଟିରେ ଜଳ ଲାଗି ଛାତ୍ର ଅଶାନ୍ତି
Download Argus News App
