କିନ୍ତୁ ୪୮୮ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ ନାମରେ ଆସିଛି ଗୁରୁତର ଅଭିଯୋଗ । ଯେଉଁଠି ୪୮୮ କୋଟି ଟଙ୍କାର ଜାନିବିଲି ପ୍ରକଳ୍ପ ହୋଇଛି ସେହି ଅଞ୍ଚଳକୁ ହିଁ ପାନୀୟ ଜଳ ମିଳୁନି । ୫ ବର୍ଷ ହୋଇଗଲା ପ୍ରକଳ୍ପକୁ । ଅଞ୍ଚଳରେ ପାଣି ପହଞ୍ଚି ପାରିଲା ନାହିଁ । ଦୁଇଦିନ ହେଲା ଏହି ଖବର ଅର୍ଗସରେ ପ୍ରସାରଣ ହେଉଛି । ତେବେ ଆଜି ପୁରା ଅଞ୍ଚଳର ଶହ ଶହ ଗ୍ରାମବାସୀ ଜଗଦଳପୁରଠାରେ ଥିବା ଜାନୀବିଲି ପ୍ରକଳ୍ପ ନିକଟରେ ଆନ୍ଦୋଳନ କରିଛନ୍ତି । ହାଣ୍ଡି, ମାଠିଆ ଧରି ରାସ୍ତାକୁ ଓହ୍ଲାଇଛନ୍ତି । ସମ୍ପୂର୍ଣ୍ଣ ପ୍ରକଳ୍ପ ଏବଂ ବ୍ରହ୍ମପୁରକୁ ରାସ୍ତାରୋକ କରିଛନ୍ତି ।
ଘର
ଓଡ଼ିଶା
ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ପାଣି ପାଇଁ ହାହାକାର: ହାଣ୍ଡି, ମାଠିଆ ଧରି ରାସ୍ତାକୁ ଓହ୍ଲାଇଛନ୍ତି ଗ୍ରା...
ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ପାଣି ପାଇଁ ହାହାକାର: ହାଣ୍ଡି, ମାଠିଆ ଧରି ରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ
Download Argus News App
