ଅଧିକ ପଢନ୍ତୁ ଓଡ଼ିଶା ନ୍ୟୁଜ
ପଶ୍ଚିମା ଝଡ଼ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା

ଅର୍ଗସ ବ୍ୟୁରୋ : ପଶ୍ଚିମ-ଝଡ଼ର ପ୍ରଭାବରେ ଶନିବାର ରାଜ୍ୟର କେତେକ ଅଞ୍ଚଳରେ ବିଜୁଳି ଓ ଘଡ଼ଘଡ଼ିଜନିତ ବର୍ଷା ଲାଗି ରହିଛି । ସେହିପରି ଆଜି କୋରାପୁଟରେ କାଳବୈଶାଖି ତାଣ୍ଡବ ରଚିଛି । ପଟାଙ୍ଗୀ ବ୍ଲକ ଚନ୍ଦକା ପଞ୍ଚାୟତ ତଳକୋରାଡବାରେ ଭାଙ୍ଗିଲା ଅନେକ ଘର । ପ୍ରବଳ ବର୍ଷା ଓ ପବନ ଲାଗି ଅନେକ ଘର ଛପର ଉଡିଯିବାର ସୂଚନା । ବର୍ତ୍ତମାନର୪ ପରିବାରର ଛପର ଉଡି ଘର ଭାଙ୍ଗି ଯାଇଛି ।
Download Argus News App
