ଅଧିକ ପଢନ୍ତୁ ଓଡ଼ିଶା ଖବର
ସେହିପରି ରାଜ୍ୟରେ ଦୁଇଦିନ ପାଗ ଶୁଖିଲା ରହିବା ସହ କାଁଭାଁ ବର୍ଷାର ସମ୍ଭାବନାକୁ ନେଇ କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ୨୯ ପର୍ଯ୍ୟନ୍ତ ବିଶେଷ ବର୍ଷ ନଥିବା ବେଳେ ୨୪ ଘଣ୍ଟାରେ ମାଲକାନଗିରି, କୋରାପୁଟ , ନବରଙ୍ଗପୁର, କଳାହାଣ୍ଡି, ରାୟଗଡା ନୂଆପଡା କନ୍ଧମାଳ ଦେଓଗଡ ଅନୁଗୁଳ କେନ୍ଦୁଝର ମୟୁରଭଞ୍ଜ ସୁନ୍ଦରଗଡ ଗଜପତି ଜିଲ୍ଲାରେ କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷର ସମ୍ଭାବନା ଥିବା ବେଳେ ୧୩ ଜିଲ୍ଲାକୁ ୟେଲୋ ବର୍ଣ୍ଣଙ୍ଗ ଜାରି କରିଛି ପାଣିପାଗ ବିଭାଗ ।
ସେହିପରି ଆସନ୍ତାକାଲି ମାଲକାନଗିରି କୋରାପୁଟ ରାୟଗଡା କନ୍ଧମାଳ ଗଜପତି ଝାରସୁଗୁଡା ସୁଦରଗଡ କେନ୍ଦୁଝର ଓ ମୟୂରଭଂଜରେ କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷର ସମ୍ଭାବନା ଥିବା ବେଳେ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।