ଆସନ୍ତାକାଲି ଅର୍ଥାତ ୧୭ ତାରିଖରେ କୋରାପୁଟ, ନବରଙ୍ଗପୁର, ବଲାଙ୍ଗୀର, କଳାହାଣ୍ଡି କନ୍ଧମାଲ, ବୌଦ୍ଧ ଓ ସୋନପୁର ଓ ଅନଗୁଳର କେତେସ ସ୍ଥାନରେ ଘନ କୁହୁଡି ପଡିବାର ସମ୍ଭାବନା ରହଛି । ଏହିସଵୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅନ୍ୟପଟେ ୧୨ ଘଣ୍ଟା ଭିତରେ ଆଭ୍ୟନ୍ତରୀଣ ଓଡିଶାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣ ବର୍ଷା ହୋଇଛି ।
ରାଜ୍ୟରେ ପୁଣି ବଢିବ ଶୀତ, ଆଭ୍ୟନ୍ତରୀଣ ଓଡିଶାରେ କୁହୁଡି ପଡିବା ସମ୍ଭାବନା
ଶରତ ପଟ୍ଟନାୟକ ଓଡିଶା କଂଗ୍ରେସର ନୂଆ ମୁଖିଆ

ଅର୍ଗସ ବ୍ୟୁରୋ: ଶରତ ପଟ୍ଟନାୟକ ହେଲେ ପିସିସି ସଭାପତି। ବରିଷ୍ଟ ନେତା କଂଗ୍ରେସ ଶରତ ପଟ୍ଟନାୟକ ପିସିସିର ସଭାପତି ଭାବରେ ନିଯୁକ୍ତ ହୋଇଚନ୍ତି। AICC ପକ୍ଷରୁ ଏନେଇ ନୋଟିସ ହୋଇଛି।
କଂଗ୍ରେସର ହାଇକମାଣ୍ଡ ତାଙ୍କ ନାମରେ ମୋହର ମାରିଛନ୍ତି। ସେ ପୁନର୍ବାର କଂଗ୍ରେସର ସଭାପତି ଭାବରେ ନିଯୁକ୍ତ ହୋଇଛନ୍ତି। AICC ନିରଞ୍ଜନଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ବହୁଦିନ
Download Argus News App
