ଦକ୍ଷିଣ-ପଶ୍ଚିମ ମୌସୁମୀରେ ଜୁନରୁ ସେପ୍ଟେମ୍ବର ମଧ୍ୟରେ ସ୍ୱଭାବିକ ବର୍ଷା ହେବ । ସେହିପରି ଦେଶର ବିଭିନ୍ନ ଅଂଚଳରେ ଚଳିତ ବର୍ଷ ସାଧାରଣ ବୃଷ୍ଟିପାତଠାରୁ ଅଧିକରୁ ଅଧିକ ବର୍ଷା ହେବାର ଆଶଙ୍କା ରହିଛି । ସେହିପରି ଉତ୍ତର ପଶ୍ଚିମ ଭାରତ ପାଇଁ ସାଧାରଣ ବର୍ଷା ହେବାର ଆଶା କରୁଛୁ ବୋଲି କହିଛନ୍ତି ଆଇଏମ ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଲେହ ଏବଂ ଲଦାଖ ଅଞ୍ଚଳରେ ସ୍ୱଭାବିକଠାରୁ କମ୍ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ଜାମ୍ମୁ କାଶ୍ମୀର ଅଞ୍ଚଳରେ ସାଧାରଣ ବୃଷ୍ଟିପାତଠାରୁ ସାମାନ୍ୟରୁ ଅଧିକ ବୃଷ୍ଟିପାତ ହେବ ନେଇ ଅନୁମାନ କରାଯାଇଛି ବୋଲି କହିଛନ୍ତି ଆଇ ଏମ୍ ଡି ଡିଜି ।
ଏଥର ସ୍ୱାଭାବିକ ହେବ ମୌସୁମୀ, ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ
ଅର୍ଗସ ବ୍ୟୁରୋ: ଆଗାମୀ କିଛି ଦିନ ଭିତରେ ଦେଶରେ ମୌସୁମୀ ପ୍ରବେଶ କରିବ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦେଶରେ ହେବାକୁ ଥିବା ବୃଷ୍ଟିପାତ ଉପରେ ପୂର୍ବାନୁମାନ କରାଯାଇଛି । ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ ଦେଶର ବୃଷ୍ଟିପାତ ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।
Download Argus News App
