ଢେଙ୍କାନାଳ, ଅନୁଗୁଳ ଏବଂ ରାଜଧାନୀ ଭୁବନେଶ୍ୱରରେ 3ଡିଗ୍ରୀ ଅଧିକ ତାପମାତ୍ରା ରେକର୍ଡ ହୋଇଥିବା ସୂଚନା ମିଳିଛି। ଗତ 24 ଘଣ୍ଟା ମଧ୍ୟରେ ବୌଦ୍ଧରେ ଦିନର ତାପମାତ୍ରା ସର୍ବାଧିକ 34.2 ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ସମ୍ବଲପୁରରେ 33.6, ମାଲକାନଗିରିରେ 33.5, ବରଗଡରେ 33ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆଗକୁ ଦିନ ତାପମାତ୍ରା ଆହୁରି ବୃଦ୍ଧି ପାଇବା ସହିତ ତାତି ବଢିବ ବୋଲି ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି।
ପାଣିପାଗ ନ୍ୟୁଜ ଆହୁରି ପଢନ୍ତୁ