ଗ୍ରାମବାସୀ ବୋଲଗଡ଼ ଅଗ୍ନିଶମ ବାହିନୀକୁ ରାତିରେ ଖବର ଦେବାସହ ରାତିସାରା ପୋଖରୀରେ ଖୋଜାଖୋଜି କରିଥିଲେ କିନ୍ତୁ ପାଇନଥିଲେ । ଗୁରୁବାର ସକାଳୁ ଖୋର୍ଦ୍ଧାରୁ ଗୋଟିଏ ଓଡ୍ରାଫ ଟିମ ,ବୁଡାଳି ସହ ବୋଲଗଡ ଅଗ୍ନିଶମ ବାହିନୀ ପହଞ୍ଚି ପୋଖରୀରେ ଦିନ ତମାମ ଖୋଜା ଖୋଜି କରିଥିବା ବେଳେ ବାପିଙ୍କର କୌଣସି ସନ୍ଧାନ ମିଳିନଥିଲା ।
ତେବେ ଆଜି ଶୁକ୍ରବାର ସକାଳୁ ଗ୍ରାମବାସୀ ଉକ୍ତ ପୋଖରୀରେ ନିଖୋଜ ବାପିଙ୍କ ମୃତଦେହ ଭାସୁଥିବା ଦେଖି ଉଦ୍ଧାର କରିଥିଲେ । ଖବର ପାଇ ବାଙ୍କୋଇ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି।
ଓଡିଶା ଖବର ଆହୁରି ପଢନ୍ତୁ