ଏହି ଅବସରରେ ପ୍ରଭୁ ଶ୍ରୀରାମଙ୍କ ଏକ ବିଶାଳ ପ୍ରତିକୃତି ବାଲୁକା ଚିତ୍ରକଳାରେ ସେ ନିର୍ମାଣ କରିଛନ୍ତି। ଆଗାମୀ ଦିନରେ ରାମ ମନ୍ଦିରର ଭବ୍ୟ ଉଦଘାଟନୀ ସମାରୋହ ଥିବାବେଳେ ଏହି କାର୍ଯ୍ୟ ସଫଳ ହେଉ ବୋଲି ସୁଦର୍ଶନ ପ୍ରଭୁ ରାମଙ୍କୁ ପ୍ରାର୍ଥନା କରିଛନ୍ତି। ଏହି ସୁନ୍ଦର ବାଲୁକା ଚିତ୍ରକଳାକୁ ଦେଖିବାକୁ ବେଳାଭୁମିରେ ପର୍ଯ୍ୟଟକଙ୍କ ବେଶ୍ ଭିଡ ଜମିଥିଲା।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର