ଏବଂ କିଛିସମୟ ଧରି ସ୍କୁଲରେ ଉତ୍ପାତ ମଚାଇଥିଲେ। ଖବର ପାଇ ଘଟଣାସ୍ଥଳରେ କଙ୍କଡ଼ାହାଡ ପୋଲିସ ପହଞ୍ଚି ଦୁଇ ଭଉଣିଙ୍କୁ ଆଣି ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଛି। ଏପଟେ ସ୍କୁଲ ତରଫରୁ ଅନ୍ୟ ଏକ ମୂର୍ତ୍ତୀ ଆଣି ପୂଜାର୍ଚନା କରିଥିଲେ।ତେବେ ତାଙ୍କ ଜମି ରେ ସ୍କୁଲ ନିର୍ମାଣ ହୋଇଥିବା ନେଇ ସେ ଏହି କାଣ୍ଡ ଭିଆଉ ଥିବା ଜଣାପଡିଛି | ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରିଛି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।