କିଏ କ’ଣ କହିଛନ୍ତି...
କଟକଣାକୁ ମାନି ପୂଜା କରିବା ପାଇଁ ପୋଲିସ ତରଫରୁ ନିବେଦନ କରିଛୁ । ସିଙ୍ଗଲ ଉଇନଡୋ କ୍ଲିୟରେନ୍ସ ଓ ସାଉଣ୍ଡ ସିଷ୍ଟମକୁ ନେଇ ପୋଲିସକୁ ପ୍ରସ୍ତାବ ଦେଇଛି ପୂଜା କମିଟି । ପୂଜା ପୂର୍ବରୁ ସବୁ ମଣ୍ଡପ ବୁଲି ସ୍ଥିତି ପରଖିବେ ଥାନା ଆଇଆଇସି ।
ସୌମେନ୍ଦ୍ର ପ୍ରିୟଦର୍ଶୀ , ପୋଲିସ କମିଶନର
ଆମେ ଆଇନ କାନୁନ ମାନିବୁ । ସେ ଆମ ନୀତି କାନ୍ତି ମାନିବେ । କେତେବେଳେ କେହି ଲୋକ ଆସିଲେ କୋଭିଡ ନିୟମ ଭିତରେ ଦର୍ଶନ କରି ପାରିବେ । ଭଷାଣି ହେବ ନାହିଁ ବିସର୍ଜନ ହେବ ।
ଦିଲୀପ ମହାନ୍ତି, ସଂଯୋଜକ, ନାୟାପଲ୍ଲୀ ପୂଜା କମିଟି
ଶୃଙ୍ଖଳିତ ଭାବେ କୋଭିଡ କଟକଣା କୁ ମାନି ପୂଜା କରିବା ଉପରେ ଆମେ ଗୁରୁତ୍ୱ ଦେବୁ ।ଜଗନ୍ନାଥ ମହାପାତ୍ର , ଭାଷାଣି କମିଟି ସଭାପତି