ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ଭାଗ୍ୟ କ’ଣ ହେବ ? ପୂର୍ବ ଦିନରେ ସିବିଏସ୍ଇ ଯେଉଁ ନିଷ୍ପତ୍ତି ନେଇଛି, ରାଜ୍ୟ ସରକାର ତାହାକୁ ଅନୁକରଣ କରିଛନ୍ତି । ସେହି ଦୃଷ୍ଟିରୁ ରାଜ୍ୟ ସରକାର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ୍ ହେବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି ।
ବାତିଲ୍ ହେବ କି ଯୁକ୍ତ ୨ ପରୀକ୍ଷା ? ଗଣଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ
ଭୁବନେଶ୍ୱର: ବାତିଲ୍ ହେବ କି ଯୁକ୍ତ ୨ ପରୀକ୍ଷା ? ଆଜି ଗଣଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ । ସିବିଏସ୍ଇ, ସିଆଇଏସ୍ସିଇ ବୋର୍ଡର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ୍ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚକ୍ଷମତା ସମ୍ପନ୍ନ ମନ୍ତ୍ରୀସ୍ତରୀୟ ବୈଠକରେ ନିଷ୍ପତ୍ତି ପରେ ଏବେ ଓଡ଼ିଶା ସରକାରଙ୍କ ଉପରେ ନଜର ।
Download Argus News App
