ପୋଲିସ ଖବର ପାଇ ଉକ୍ତ କାରରୁ ୧୫୦ ଲିଟର ଦେଶୀ ମଦ ଜବତ କରିବା ସହ କାରଟିକୁ ଜବତ କରିଛି।ଚଢାଉ ସମୟରେ କାର ଡ୍ରାଇଭର ଓ ଅଭିଯୁକ୍ତ ଚଂପଟ ଖସି ଫେରାର ହୋଇଯାଇଛନ୍ତି। ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଢେଙ୍କାନାଳ: ପ୍ରେସ ଲେଖା ଥିବା କାରରେ ଚାଲିଥିଲା ଚୋରା ମଦ ବ୍ୟବସାୟ। ଖବର ପାଇ ମାଡ଼ି ବସିଲା ଢ଼େଙ୍କାନାଳ ଟାଉନ ଥାନା ପୋଲିସ। ଢ଼େଙ୍କାନାଳ ଟାଉନ ଥାନା ଅଧୀନ ସିମିଳିଆ ନିକଟରେ ଏକ ପ୍ରେସ ଲେଖା ଥିବା କାରରେ ଚୋରା ଦେଶୀ ମଦ ଯାଉଥିବାର ଖବର ପାଇଥିଲା ପୋଲିସ।
ପୋଲିସ ଖବର ପାଇ ଉକ୍ତ କାରରୁ ୧୫୦ ଲିଟର ଦେଶୀ ମଦ ଜବତ କରିବା ସହ କାରଟିକୁ ଜବତ କରିଛି।ଚଢାଉ ସମୟରେ କାର ଡ୍ରାଇଭର ଓ ଅଭିଯୁକ୍ତ ଚଂପଟ ଖସି ଫେରାର ହୋଇଯାଇଛନ୍ତି। ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।