ଏହାସାଙ୍ଗକୁ ତାପମାତ୍ରା ବୃଦ୍ଧି ପାଇବା ସହ ଶୀତ କମିଛି । ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ, ଫୁଲବାଣୀରେ ୭ ଡିଗ୍ରୀ ରହିଥିଲା ତାପମାତ୍ରା ।
ପାଣିପାଗ ଖବର ଆହୁରି ପଢନ୍ତୁ
ଅର୍ଗସ ବ୍ୟୁରୋ : ଭାରତର ମଧ୍ୟ ଭାଗରେ ଥିବା ଗୁରୁଚାପ ବଳୟ ବର୍ତ୍ତମାନ ଉପକୂଳ ନିକଟବର୍ତ୍ତୀ ରହିଛି । ଫଳରେ ରାଜ୍ୟକୁ ଯଥେଷ୍ଟ ପରିମାଣରେ ଜଳୀୟ ବାଷ୍ପ ପ୍ରବେଶ କରୁଛି । ଯାହାକୁ ନେଇ ଆଜିଠାରୁ ରାଜ୍ୟରେ କୁହୁଡି ବୃଦ୍ଧି ପାଇଛି। ଉପକୂଳ ଓଡ଼ିଶା ରେ ସକାଳୁ ମଧ୍ୟମ ଧରଣର କୁହୁଡି ପରିଲକ୍ଷିତ ହୋଇଛି ।
ଏହାସାଙ୍ଗକୁ ତାପମାତ୍ରା ବୃଦ୍ଧି ପାଇବା ସହ ଶୀତ କମିଛି । ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ, ଫୁଲବାଣୀରେ ୭ ଡିଗ୍ରୀ ରହିଥିଲା ତାପମାତ୍ରା ।
ପାଣିପାଗ ଖବର ଆହୁରି ପଢନ୍ତୁ