ଏହି ଅବସରରେ ପଖାଳ କଂସାର ସେ ମହାକକୁ ନିଜ କଳାରେ ଫୁଟେଇଛନ୍ତି ସୁଦର୍ଶନ। କଦଳିପତ୍ର ଉପରେ ପଖାଳ କଂସା ସହ ବିଭିନ୍ନ ପ୍ରକାର ଭଜାକୁ ନିଜ କଳାରେ ସଜେଇଛନ୍ତି ସୁଦର୍ଶନ ।ସଜ ପଖାଳ ଓ ଦହି ପଖାଳ ଉଭୟକୁ ସେ ସୁନ୍ଦର ଭାବରେ ନିଜର ବାଲୁକାକଳାରେ ସ୍ଥାନ ଦେଇଛନ୍ତି ।ସେପଟେ ବେଳାଭୂମିରେ ସମୁଦ୍ରର ଢେଉ ସହ ଏ ପଖାଳ କଂସାର ଦୃଶ୍ୟ ଖୁବ ଆକର୍ଷଣୀୟ ହୋଇଛି।
ଅଧିକ ଓଡ଼ିଶା ଖବର ପଢ଼ନ୍ତୁ