ଅଧିକ ପଢନ୍ତୁ : ୨୪ ବର୍ଷର ବିଜେଡି ସରକାରରେ ଚରମ ସୀମାରେ ଥିଲା ଦାଦନ ଦୁଃଖ
ମୃତ ଦେହକୁ ଓଡ଼ିଶା ଫେରାଇ ଆଣିବାକୁ ନିବେଦନ କରିଥିଲେ ମୃତକଙ୍କ ସ୍ତ୍ରୀ ଓ ଝିଅ । ୩୮ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାପାଳ ତତ୍ତ୍ଵାବଧାନରେ ଗୁଜରାଟ ସରକାରଙ୍କ ସହଯୋଗରେ ଓଡ଼ିଶା ଫେରିଲା ମୃତଦେହ । ଓଡ଼ିଶା ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ପରିବାର ଲୋକେ ।