ପିପିଲି SDPO ଦେବଦତ୍ତ ବରାଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ମୃତଦେହ ନିକଟରୁ ଏକ ମୋବାଇଲ ଜବତ ହୋଇଛି । ହତ୍ୟାକାରୀକୁ ଗିରଫ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଅଞ୍ଚଳବାସୀ ।
ଜବତ ହେଲା ମହିଳାଙ୍କ ଶବ

ଅର୍ଗସ ବ୍ୟୁରୋ : ନବ ବର୍ଷ ଆରମ୍ଭରୁ ପୁରୀ ନିମାପଡ଼ା ବ୍ଲକ ଗୋପୀନାଥପୁର ପଞ୍ଚାୟତ ରଙ୍ଗଣି ସାହିରେ ଛାତି ଥରା ଦୃଶ୍ୟ । ମହିଳାଙ୍କ ଅର୍ଦ୍ଧ ଦଗ୍ଧ ଶବ ଜବତ I ମୃତଦେହ ଜବତ କଲା ବଳଙ୍ଗା ପୋଲିସ। ଘଟଣାରେ ମୃତ ମହିଳାଙ୍କ ପୁଅକୁ ଅଟକ ରଖିଛି ପୋଲିସ ।
Download Argus News App
