ଅନଲାଇନ ଗେମ କବଳରେ ଲୋକେ
ଗୋପାଳପୁର ଓଭରବ୍ରିଜ ରେଳ ଧାରଣା ପାଖରୁ ଡିଏସପିଙ୍କ ପତ୍ନିଙ୍କର ମୃତଦେହ ଉଦ୍ଧାର, ତଦନ୍ତ ଜାରି

ବ୍ରହ୍ମପୁର: ବ୍ରହ୍ମପୁରରେ ଅଘଟଣ । ଗୋପାଳପୁର ଓଭରବ୍ରିଜ ରେଳ ଧାରଣା ପାଖରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଗଜପତି ଜିଲ୍ଲାର ଜଣେ ଡିଏସ୍ପିଙ୍କ ପତ୍ନୀ ବୋଲି ସୂଚନା ମିଳିଛି । ସ୍ୱାମୀଙ୍କ ସହ ବୈଦ୍ୟନାଥପୁର ଥାନା ଖଡ଼ାସିଂରେ ରହୁଥିଲେ ମହିଳା ଜଣକ । ତେବେ କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା କିଛି ସ୍ପଷ୍ଟ ଜଣାପଡ଼ିନି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଖବରପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Download Argus News App
