Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ବଡଚଣାରୁ ଲଢିବେ ବର୍ଷା ପ୍ରିୟଦର୍ଶିନୀ
ନିଆଁ ଲାଗି ଜଳିଗଲା ତେଲ ଟ୍ୟାଙ୍କର
ଜଗତସିଂହପୁର: ଅଠରବାଙ୍କି ସ୍ଥିତ ଭାରତ ପେଟ୍ରୋଲିୟମ କର୍ପୋରେସନଲିମିଟେଡ ସମ୍ମୁଖରେ ଥିବା ଏକ ତେଲ ଟ୍ୟାଙ୍କର ରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଟ୍ୟାଙ୍କର ନିକଟରେ ଠିଆ ଯାଇଥିବା ଆଉ ଦୁଇଟି ଟ୍ୟାଙ୍କର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ନିଆଁ ଲାଗିଥିବା ଟ୍ୟାଙ୍କର ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଜଳିଯାଇଛି। ତେବେ ସେଠାରେ ଉପସ୍ଥିତ ଥିବା ଡ୍ରାଇଭର ମାନଙ୍କର ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବ
ବାଲେଶ୍ଵରରେ ବିଜେପି ପ୍ରତି ବଢୁଛି ସମର୍ଥନ
ଅର୍ଗସ ବ୍ୟୁରୋ : ବାଲେଶ୍ଵର ରାଜନୀତିରେ ଏବେ କେଁ । କାରଣ ବିଜେଡିର ପ୍ରାର୍ଥୀଙ୍କ ଉପରେ ଭରସା କରିପାରୁନାହାନ୍ତି ଭୋଟର । ସେଇଥି ଲାଗି ତ ଏବେ ପ୍ରାର୍ଥୀଙ୍କୁ ନେଇ ଏବେ ଚିନ୍ତାରେ ଶୀର୍ଷ ନେତୃତ୍ଵ । ଯିଏ ଦିନେ ସହଯୋଗୀ ଥିଲେ, ଏବେ ସିଏ ପ୍ରତିନ୍ଦ୍ବନ୍ଦୀ । ପରସ୍ପରକୁ ଶାଣିତ ସ୍ୱରରେ କରିବେ ଟାର୍ଗେଟ୍ । ଶବ୍ଦ ବାଣରେ ଦୁଇ ନେତା ପରସ୍ପରକୁ ଘାଇଲା କରିବେ ଏବଂ ନିଜ ସପକ୍ଷରେ ଭୋଟ