ମହିଳା ଜଣଙ୍କ ଭଗବାନ ବାରିକଙ୍କ ସ୍ତ୍ରୀ ସୁଦସ୍ନା ବାରିକ । ଭଗବାନ ଚେନ୍ନାଇରେ ଦାଦନ ଶ୍ରମିକ ଭାବେ କାମ କରୁଛନ୍ତି । ଘରର ଆର୍ଥିକ ସ୍ଥିତି ସୁଦୃଢ ନଥିବା ଯୋଗୁଁ ସେ ଘର ଖଣ୍ଡିଏ କରି ପାରୁନାହାନ୍ତି କିମ୍ବା ତାଙ୍କୁ ଆବାସ ଯୋଜନାରୁ ଘରଟିଏ ମଧ୍ୟ ମିଳିନାହିଁ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ବ୍ରହ୍ମପୁର:କାନ୍ଥ ଭୂଷୁଡି ମହିଳା ଆହତ । ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦର ତୋଟିଗାଁର ଗୋଟିଏ ଘରର ମାଟି କାନ୍ଥ ଭୁଷୁଡି ପଡିବା ଫଳରେ ଜଣେ ମହିଳା ଆହତ ହୋଇଛନ୍ତି। ମହିଳାଙ୍କ ଝିଅ ଅଳ୍ପକେ ବର୍ତ୍ତି ଯାଇଥିବା ଜଣା ପଡିଛି ।