ଅଧିକ ପଢନ୍ତୁ : ସ୍ୱାମୀ-ସ୍ତ୍ରୀର କଳି ପାଇଁ ପୁଅକୁ ବିକିଲା ବାପା
ଗତକାଲି ସେ ଏକା ଖଡକପୁରରୁ ଭୁବନେଶ୍ୱର ଆସିଥିଲେ । ମାତ୍ର ବାଲେଶ୍ୱରରେ ଟ୍ରେନରୁ ଓହ୍ଲାଇ ଗୋଟେ ହୋଟେଲରେ ରହିଥିଲେ । ଆଜି ସକାଳୁ ସେ କବାଟ ନ ଖୋଲିବାରୁ ହୋଟେଲ ମାଲିକ ପୋଲିସ ଓ ପରିବାର ଲୋକଙ୍କୁ ଡାକି ତାଙ୍କ ଉପସ୍ଥିତିରେ କବାଟ ଭାଙ୍ଗିଥିଲେ । ସେ ନିଜ ଓନିରେ ଆତ୍ମହତ୍ୟା କରିଥିଲେ । ପାରିବାରିକ କଳହ ପାଇଁ ସେ ଏପରି ଆତ୍ମହତ୍ୟା କରିଥିବା ପୋଲିସ ଅନୁମାନ କରୁଛି ।