ଏତେ ସବୁ ହାତ ତିଆରି ଜିନିଷ ଗୋଟିଏ ଜାଗାରେ ମିଳୁଥିବାରୁ ଗ୍ରାହକ ମାନଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଛି। ଏହି ଷ୍ଟଲ ବୁଲିବା ସହିତ ବିଭିନ୍ନ ହାତ ତିଆରି ଜିନିଷ ମଧ୍ୟ କିଣିଛନ୍ତି ।ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ଦ୍ୱାରା ଆମେ ସ୍ୱାବଲମ୍ବୀ ହେଇପାରୁଛୁ। ଏହା ସହିତ ଆମ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ଆମେ ଲୋକଲୋଚନକୁ ଆଣିପାରୁଛୁ । ଯାହାଦ୍ୱାରା ଆମେ ରୋଜଗାର କ୍ଷମ ହେଇପାରୁଛୁ ବୋଲି କହିଛନ୍ତି ମହିଳା ଉଦ୍ୟୋଗୀ।
ଏହିଭଳି କାର୍ଯ୍ୟକ୍ରମ ନିହାତି ଭାବରେ ମହିଳା ଉଦ୍ୟୋଗୀ ମାନଙ୍କୁ ପ୍ରେରଣା ଯୋଗାଇବା ସହିତ ସ୍ବାବଲମ୍ବୀ କରାଇବ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର