ମୃତ ଦାଦନ ଶ୍ରମିକ ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଖଇରମାଲ ଗାଁର ୨୮ ବର୍ଷୀୟ ଥବୀର ହାତୀଖୁଜିଆ । ପିକଅପ ଧକ୍କାରେ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି । ବାଗୁଡ଼ାର ଦାଦନ ସର୍ଦ୍ଦାର ଜୟନନ୍ଦ ବିଭାର ଥବୀରଙ୍କୁ ଆନ୍ଧ୍ରପ୍ରଦେଶର ଇଟାଭାଟିରେ ନେଇ କାମ କରାଉଥିଲେ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ : ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ । ପେଟ ପାଇଁ ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲା ପଦ୍ମନାଭ ନିକଟସ୍ଥ କ୍ରିଣ୍ଣାପୁରମ ଇଟାଭାଟିରେ କାମ କରୁଥିବା ଜଣେ ଶ୍ରମିକଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି ।