ଟ୍ରକ ଡ୍ରାଇଭରର ଅସାବଧାନତା ଯୋଗୁଁ ମନସୁର ଉପରେ ମାଡିଗଲା ଟ୍ରକ । ତାଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ମେଡ଼ିକାଲକୁ ନିଆଯାଇଥିଲା ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ଜଂକିଆ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଖଣିରୁ ପାଓ୍ବ।ର ଟିଲର ଓ ଟ୍ରକ ଜବତ କରିବା ସହତ ଟ୍ରକ ଡ୍ରାଇଭରକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ଟ୍ରକ ଚକାତଳେ ଚାପି ହୋଇ ଚାଲିଗଲା ହୋଇ ଚାଲିଗଲା ଜୀବନ

ଅର୍ଗସ ବ୍ୟୁରୋ : ଖଣିରେ କାମ କରୁଥିବା ବେଳେ ଟ୍ରକ ଚକାତଳେ ଚାପି ହୋଇ ଚାଲିଗଲା ଶ୍ରମିକଙ୍କ ଜୀବନ । ଖୋର୍ଦ୍ଧା ଜଂକିଆ ଥାନା ଅନ୍ତର୍ଗତ ଡମଣଭୂଇଁ ଗ୍ରାମର ନିକଟରେ ଘଟିଛି ଅଘଟଣ। ମୃତ ଶ୍ରମିକ ଗୟାବନ୍ଧ ଗ୍ରାମର ମନସୁର ଅଲୀ । ମନସୁର ପାଓ୍ବ।ର ଟିଲର ଅପରେଟର ଭାବରେ ଖଣିରେ କାମ କରୁଥିଲେ ।
Download Argus News App
