ଧୂନକେଡ଼ା ଗାଁର ଶତାଧିକ ଲୋକେ 3 ମାସ ହେବ ମନରେଗା ଯୋଜନାରେ ମାଟି ବୋହି ଥିବା ଟଙ୍କା ପାଇ ନଥିବା ବେଳେ ଜିଆରଏସଙ୍କୁ କହି କହି ନିରାଶ ହେବା ପରେ ବିଡ଼ିଓଙ୍କୁ ଭେଟି ଅଭିଯୋଗ କରିଛନ୍ତି lହେଲେ ଏଯାଏଁ ତାଙ୍କ କଥା କେହି ଶୁଣୁନଥିବା ଦେଖିବାକୁ ମିଳିଛି। ସରକାରଙ୍କ ଯୋଜନା ଏଠି ପାଣିର ଗାର ସଦୃଶ ପାଲଟିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: