ବିଶେଷ କରି ସମୁଦ୍ରରେ ମାଛର ବଂଶ କିପରି ବୃଦ୍ଧି କରାଯାଇ ପାରିବ, ନୂତନ ପ୍ରଣାଳୀରେ କିଭଳି ଜଣେ ଚାଷୀ ଚାଷକରି ଲାଭବାନ ହେବା ସହ ସ୍ୱାବଲମୀ ହୋଇପାରିବ, ଉତ୍ପାଦିତ ମାଛକୁ ବିକ୍ରିପାଇଁ ବଜାର ସୃଷ୍ଟି କରିବା ଓ ଅଧିକରୁ ଅଧିକ ମାଛ ଚାଷ କିପରି କରିହେବ ସେନେଇ ଆଲୋଚନା ହୋଇଥିଲା। ଶେଷରେ ବାୟୋଫ୍ଲକ, ମଧୁର ଜଳରେ ଚାଷ ଓ ସ୍ବୟଂ ସହାୟକ ଗୋଷ୍ଠିର ମହିଳା ମାନଙ୍କୁ ଲାଭବାନ ଚାଷୀ ଭାବରେ ପୁରସ୍କୃତ କରାଯାଇଥିଲା।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।