Headlines @ 10 AM |3 July 2022| Argus News
ବ୍ରାଉନସୁଗର ଜବତ, ନାବାଳକ ସମେତ 5 ଗିରଫ

ଭୁବନେଶ୍ୱର: ପିପିଲିରୁ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗର ଜବତ । କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗର ଜବତ ହୋଇଥିବା ସୂଚନା ମିଳିଛି । ଭୁବନେଶ୍ୱର ଉପକଣ୍ଠ ଉତ୍ତରା ଛକରୁ ବ୍ରାଉନସୁଗର ଜବତ କରିଛି ପିପିଲି ଥାନା ପୋଲିସ । ଜବତ ଘଟଣାରେ ପିପିଲି SDPOଙ୍କ ନେତୃତ୍ଵରେ 5 ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରେ ଜଣେ ନାବାଳକ ଥିବା ମଧ୍ୟ ଜଣାପଡିଛି ।
ବନ୍ଧୁକ ମୁନରେ ଲୁଟ

ଅର୍ଗସ ବ୍ୟୁରୋ: ବନ୍ଧବାହାଲ ସବ ଷ୍ଟେସନରେ ବନ୍ଧୁକ ମୁନରେ ଲୁଟ। ଲୁଟିନେଲେ ଟ୍ରାନ୍ସଫର୍ମରରେ ବ୍ୟବହାର ହେଉଥିବା ତମ୍ବା ତାର । ଝାରସୁଗୁଡା ଜିଲ୍ଲା ବନ୍ଧବାହାଲ ସବ ଷ୍ଟେସନରେ ଏଭଳି ଘଟଣା ଦେଖିବାକୁ ମିଳିଛି। ବିଳମ୍ଵିତ ରାତି ୧୨:୩୦ରେ ଆଠରୁ ଦଶ ଜଣ ମୁଖା ପିନ୍ଧି ଥିବା ଦୁର୍ବୁତ୍ତ ସବ ଷ୍ଟେସନରେ ରାତି ଡ୍ୟୁଟି କରୁଥିବା କର୍ମଚାରୀଙ୍କୁ ଅଫିସ ରୁମରେ ବନ୍ଧୁକ
Download Argus News App
