ସେପଟେ ଅତି ଭୀଷଣ ରୂପ ନେଇ ମାଡି ଆସୁଛି ‘ୟଶ’। ଘଣ୍ଟା ପ୍ରତି ବେଗ ୧୩ କିଲୋମିଟର ରହିଛି। ପାରାଦୀପ ଠାରୁ ୧୪୦ କିମି ଦୂରରେ ‘ୟଶ’। ବାଲେଶ୍ଵର ଠାରୁ ୨୨୦ କିମି ଦୂରରେ ‘ୟଶ’।
ବନ୍ଦ ରହିବ ବିମାନ ଚଳାଚଳ
ଆସନ୍ତାକାଲି ଚେନ୍ନାଇରେ ୧ ହଜାର ୧୫୨ଟି ଗୃହର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଚେନ୍ନାଇରେ ୧ ହଜାର ୧୫୨ଟି ଗୃହର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲାଇଟ୍ ହାଉସ୍ ପ୍ରକଳ୍ପର ଏକ ଅଂଶ ଭାବରେ ଏହି ଗୃହକୁ ନିର୍ମାଣ କରାଯାଇଛି । ଏହା ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରୀ ଅଧୀନରେ ନିର୍ମାଣ ହୋଇଥିବା ବେଳେ ଏଥିରେ ୧୧୬ କୋଟି ଟଙ୍କା ବ୍ୟୟ କରାଯାଇଛି । ନିର୍ମାଣ କ୍ଷେତ୍ରରେ ଏଥିରେ ନୂତନ ଯୁଗର ଟେକନୋଲୋଜି
Download Argus News App
