ହାଇଦରକୁ ବିରିୟାନୀ ଖାଇବାକୁ ଦେଉଥିଲା ୟାକୁବ । ପୋଲିସ ଆଗେ ଏସବୁ କଥା ମାନିବା ପରେ ୟାକୁବକୁ ଗିରଫ କରିଛି ପୋଲିସ । ସେପଟେ ହାଇଦର ଫେରାର ହେବାର 3 ଦିନ ବିତିଲାଣି । ହେଲେ ପୋଲିସ ଏବେ ସୁଦ୍ଧା ତାର କୌଣସି ଟେର ପାଇନି ।
ବନ୍ଧା ହେଲା ହାଇଦରର ସହଯୋଗୀ ୟାକୁବ ଖାନ୍
Download Argus News App
