ଆହୁରି ପଢନ୍ତୁ: ମହିଳାଙ୍କୁ ଦୁଷ୍କର୍ମ କରି ରାସ୍ତାକଡରେ ଫିଙ୍ଗିଦେଲେ ଦୁର୍ବୃତ୍ତ
ଖନ୍ତାପଡା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଜୟପୁର ଅଞ୍ଚଳର ଯୁବକ ରାଜମିସ୍ତ୍ରୀ କାମ ଦେବା ବାହାନାରେ ସାଙ୍ଗରେ ନେଇଥିଲେ । ହେଲେ କାମ ବଦଳରେ ତାଙ୍କୁ ନିଶା ଦେଇ ବାରମ୍ବାର ଦୁଷ୍କମ କରିଥିବା ନେଇ ଯୁବତୀ ପରିବାର ପାଖରେ ଅଭିଯୋଗ କରିଥିଲେ ।
ଆହୁରି ପଢନ୍ତୁ: ଜଣେ ନାବାଳିକାକୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ
ଯୁବତୀଙ୍କୁ ତାଙ୍କ ବାପା ମା ରହୁଥିବା ନୀଳଗିରି ଥାନା ଅଞ୍ଚଳରେ ଯୁବକ ଛାଡିବାକୁ ଆସିଥିବାବେଳେ ଝିଅ କାନ୍ଦି କାନ୍ଦି ବାପା ମାଆଙ୍କୁ ଜଣାଇଥିଲେ । ପରେ ଅଞ୍ଚଳର ଲୋକେ ଏକଜୁଟ ହୋଇ ଯୁବକଙ୍କୁ ଅଟକ ରଖି ନିର୍ଧୁମ ମାଡ ମାରିବା ସହ ନୀଳଗିରି ଥାନାକୁ ଖବର ଦେଇଥିଲେ । ପରେ ପୋଲିସ ପହଞ୍ଚି ରାଜମିସ୍ତ୍ରୀଙ୍କୁ ଅଟକ ରଖିଛି ।