ପରେ ଘଟଣା ସମ୍ପର୍କରେ ପୋଲିସ କୁ ସୂଚନା ପ୍ରଦାନ କରିଥିଲେ। ଘଟଣା ସ୍ଥଳରେ ପାରଳାଖେମୁଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତ ଶରୀରକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।
ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା

ଗଜପତି : ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା। ଗଜପତି ସଦରମହକୁମା ପାରଳାଖେମୁଣ୍ଡିରୁ ଆସିଛି ଏଭଳି ଦୁଖଦ ଘଟଣା। ସକାଳୁ ସ୍ଥାନୀୟ ଲୋକେ ମର୍ଣ୍ଣିଂ ଓ୍ବାକ ପାଇଁ ଯିବା ବେଳେ ଯୁବକଙ୍କୁ ରଶିରେ ଝୁଲୁଥିବାର ଦେଖିଥିଲେ।
Download Argus News App
