ମୃତ ଯୁବକ ଜଣକ ହେଲେ କୋଲଡ଼ିଆ ଗ୍ରାମର ଜଗବନ୍ଧୁ ବେହେରା। ଟ୍ୟାଙ୍କରଟି ପାରାଦୀପରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିଲା। କ୍ଷତି ପୂରଣ ଦାବିରେ ବିଶ୍ୱାଳୀ ଗଡାଠାରେ ଗ୍ରାମବାସୀଙ୍କ ରାସ୍ତାରୋକ।
ଚାପିଦେଲା ଟ୍ୟାଙ୍କର; ଜୀବନ ହାରିଲେ ଯୁବକ
ଅର୍ଗସ ବ୍ୟୁରୋ: ଭୁତମୁଣ୍ଡାଇ ନିକଟ ଜଗତି ଗଡ଼ାରେ ମର୍ମନ୍ତୁତ ଦୁର୍ଘଟଣା। ବାଇକକୁ ଚାପିଦେଲା ଟ୍ୟାଙ୍କର। ଯୁବକ ମୃତ।
Download Argus News App
