ଶ୍ରୀରାମ ସମିତି ପକ୍ଷରୁ ଗୋ-ପୂଜନ
ଭୁବନେଶ୍ଵର: ମାଷ୍ଟରକ୍ୟାଣ୍ଟିନ ଛକରେ ଜଣେ ଯୁବତୀ ନିଜ ହାତ କାଟିଛନ୍ତି। ରକ୍ତ ଜୁଡ଼ୁ ବୁଡୁ ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଖାରବେଳନଗର ଥାନା ପୋଲିସ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ତେବେ ଏ ନେଇ ପୋଲିସର ତଦନ୍ତ ଜାରି ରହିଛି।