ଏ ନେଇ ତୁରେକେଲା ଥାନାରେ ନାବାଳିକାଙ୍କ ବାପା ଏତଲା ଦେଇଥିଲେ।ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ନାବାଳିକାଙ୍କୁ କୋମନା ପାଖ ଏକ ଗାଁରୁ ଉଦ୍ଧାର କରି ପ୍ରଥମେ ସ୍ଵାସ୍ଥ ପରୀକ୍ଷା କରାଯାଇଥିଲା । ଝିଅକୁ କଣ୍ଟାବାଞ୍ଜି ମାଜିଷ୍ଟ୍ରେଟରେ ହାଜର କରି ତାର ବୟାନ ରେକର୍ଡ କରଯାଇଛି।
ଅପରାଧ ଖବର ଆହୁରି ପଢ଼ନ୍ତୁ ।