ମାନବିକ ଅଧିକାର କମିଶନ ଏହାକୁ ଗ୍ରହଣ କରି ତୁରନ୍ତ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣକରିବା ସହ ପୀଡ଼ିତ ପାରିବାରକୁ ରିଲିଫ ଓ ଥଇଥାନ କରିବାକୁ ନିବେଦନ କରିଛନ୍ତି ଶ୍ରୀ ଅଖଣ୍ଡ। ଏଥିରେ ପୋଲିସ ଡିଜି, ମୟୂରଭଞ୍ଜ ଏସପି ଓ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଉଛି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।