ଗୁରୁତର ଯୁବକ ହେଲେ ବିଦେଇପୁର ଗ୍ରାମର ପ୍ରଭଞ୍ଜନ ମହାନ୍ତି ବୋଲି ଜଣାପଡିଛି। ପ୍ରଭଞ୍ଜନ କୌଣସି କାରଣ ପାଇଁ ବିଦେଇପୁର ଯାଉଥିବା ବେଳେ ମଙ୍ଗଳଛକ ନିକଟରେ ଦୁର୍ଘଟଣା ହୋଇଥିଲା। ସ୍ଥାନୀୟ ଲୋକ ପ୍ରଭଞ୍ଜନକୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବାସୁଦେବପୁର ଓ ପରେ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରିଥିଲେ। ଗୁରୁତରଙ୍କୁ କ୍ଷତିପୂରଣ ଦାବିକରି ରାସ୍ତାରୋକ କରାଯାଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା ଚଳାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର