ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକମାନେ ନିଶ୍ଚିନ୍ତକୋଇଲି ମେଡିକାଲ କୁ ନେଇଥିଲେ। ଡାକ୍ତର ସେଠାରେ ମୃତ ଘୋଷଣା କରିଥିବା ବେଳେ ଖବର ପାଇ କୁଦାନଗରୀ ଥାନା ଅଧିକାରୀ ଦେବାଶିଷ ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ଭଙ୍ଗା ବାଇକ ଜବତ କରିବା ସହ କେନ୍ଦ୍ରାପଡ଼ା ମେଡିକାଲ କୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛନ୍ତି। ମୃତକ ପିଣ୍ଟୁ ଚେନ୍ନାଇ ରେ ଏକ ବେସରକାରୀ ସଂସ୍ଥା ରେ ଚାକିରି କରିଥିବାବେଳେ ୧୦ମାସ ପୂର୍ବରୁ ବିବାହ କରିଥିଲେ।
ଓଡିଶା ଖବର ଆହୁରି ପଢନ୍ତୁ