ପରେ ଆଲୋକ ଠକେଇର ଶିକାର ହୋଇଥିବା ଜାଣିବା ପରେ ସାଇବର ଠକଙ୍କୁ ଟଙ୍କା ଦେବା ବନ୍ଦ କରିଥିଲେ । ଆଜି ଏ ନେଇ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଆଲୋକ ମଲ । ମାସିକ ଦିନ ମଜୁରୀ କରି 10 ରୁ 12 ହଜାର ଟଙ୍କା ଆଲୋକ ରୋଜଗାର କରୁଥିବା ବେଳେ ଟଙ୍କା ଫେରି ପାଇବା ପାଇଁ ଦାବି କରିଛନ୍ତି ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।