ପିଏମ ମୋଦିଙ୍କ ଏହି ଗସ୍ତ ହଠାତ୍ ସମସ୍ତଙ୍କୁ ଚକିତ କରି ଦେଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ (ସିଡିଏସ୍) ବିପିନ ରାୱତ ମଧ୍ୟ ଉପସ୍ଥିତ ଥିଲେ। ଏଠାରେ ପ୍ରଧାନମନ୍ତ୍ରୀ ସେନା, ବାୟୁସେନା ଏବଂ ଆଇଟିବିପି ଅଧିକାରୀଙ୍କ ସହ ଗ୍ରାଉଣ୍ଡ ବାସ୍ତବତା ବିଷୟରେ ଆଲୋଚନା କରିଛନ୍ତି। ମେ ମାସରୁ ଚୀନ୍ ସୀମାରେ ଉତ୍ତେଜନା ଦେଖାଦେଇଥିବା ବେଳେ ଜୁନ 15 ରେ ଗଲଭା ନ ଘାଟିରେ ସେନା ଙ୍କ ସହ ଚୀନ ହାତାହାତୀ ହେବାପରେ ଉତ୍ତେଜନା ଅଧିକ ହୋଇଛି।