ଭଦ୍ରକରେ ବି ଚାଷୀ ଅସନ୍ତୋଷ ....
ବ୍ରହ୍ମପୁର: ଆଜି ଆନ୍ଧ୍ର ପଞ୍ଚାୟତ ନିର୍ବାଚନ । ଆଉ ଏଥିପାଇଁ ଓଡ଼ିଶା ସୀମାନ୍ତ ରେ ଥିବା ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକର ବିଭିନ୍ନ ପଞ୍ଚାୟତର ପ୍ରାୟ 8 ଟି ଗାଁରେ ନିର୍ବାଚନ ହେଉଛି ।
ଆଉ ଏଥିପାଇଁ ଆନ୍ଧ୍ର ସରକାର ସମସ୍ତ ବ୍ୟବସ୍ଥା କରିଛନ୍ତି। ଅନ୍ୟପଟେ ଓଡ଼ିଶା ସରକାର ତଥା ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟବସ୍ଥା ହୋଇଛି। ସୀମାରେ ପୋଲିସ ଜଗିବା ସହ ବିଭିନ୍ନ ସ୍ଥାନରେ ସରକାରୀ ଅଧିକାରୀଙ୍କୁ ମଧ୍ୟ ଥିବା ଦେଖିବାକୁ ମିଳିଛି।