ସେପଟେ ରାଜଦରୁ ତେଜସ୍ଵୀ ଜାଦବ, ହସନପୁରରୁ ତେଜପ୍ରତାପ, ବିଜୟ କୁମାର ଚୌଧୁରୀ, ଲଭଲି ଆନନ୍ଦ, ଇମାମଗଞ୍ଜରୁ ଜୀତନ ରାମ ମାଝୀ, ପାଟନା ସାହିବରୁ ନନ୍ଦକିଶୋର ଯାଦବ, ନିତିନ ନବୀନ, ଶିବହରରୁ ଚେତନ ଆନନ୍ଦ, ଜମୁଇରୁ ଶ୍ରେୟସୀ ସିଂହ, ମଧୁବନୀରୁ ରାଣା ରଣଧୀର ସିଂହ ଆଗରେ ଅଛନ୍ତି।
ତେଜସ୍ଵୀ ଯାଦବ ବହୁମତରେ ଆଗରେ ଚାଲୁଛନ୍ତି। ପୋଷ୍ଟାଲ ବାଲାଟର ଗଣତିରେ ମହାମେଣ୍ଟ 123ଟି ଆସନରେ ଏନଡିଏ 93ଟି ଆସନରେ ଆଗରେ ଥିଲା।