ପୁରୀ ବେଳାଭୂମିରୁ ଏକ ଡଲଫିନ ଉଦ୍ଧାର
ନବରଙ୍ଗପୁର: ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଜିଲ୍ଲା ପ୍ରତିନିଧି ତଥା ଜିଲ୍ଲା ବିଜେଡି ସଂଯୋଜକ ପ୍ରମୋଦ ପାଢ଼ୀଙ୍କ ନାରେ ଚନ୍ଦାହାଣ୍ଡି ଥାନାରେ କଂଗ୍ରେସ ଏତଲା ଦେଇଛି। ପ୍ରମୋଦ ପାଢ଼ୀ ଏକ ଦଳୀୟ କାର୍ଯ୍ୟକ୍ରମରେ ସାଂସଦ ରମେଶ ମାଝୀ ମହାତ୍ମା ଗାନ୍ଧୀଙ୍କ ଭଳି ବଡ ମହାପୁରୁଷ ବୋଲି କହିଛନ୍ତି ।
ସାଂସଦଙ୍କୁ ପ୍ରଶଂସା କରି ପ୍ରମୋଦ କହିଥିଲେ ଗାନ୍ଧିଜୀ ପିଲା ବେଳେ ସିଗାରେଟ ପିଉଥିଲେ, କିନ୍ତୁ ରମେଶ ମାଝୀ ବିଡ଼ି ପିଉ ନାହାନ୍ତି। ଏହିଭଳି ଆପତ୍ତି ଜନକ ମନ୍ତବ୍ୟ ପରେ କଂଗ୍ରେସ ପ୍ରମୋଦଙ୍କ ଗିରଫ ଦାବି କରିଛି।