ପଶ୍ଚିମବଙ୍ଗରେ ବିଜେପି ଓ ଟିଏମସି ମଧ୍ୟରେ ଜୋରଦାର ମୁକାବିଲା ଦେଖିବାକୁ ମିଳଛି। ଅମିତ ଶାହ, ମୋଦି ବାରମ୍ବାର ପଶ୍ଚିମବଙ୍ଗ ଯାଇ ନିର୍ବାଚନୀ ପ୍ରଚାର କରୁଛନ୍ତି। ମୈଦାନରେ ବିଜେପି ଦମ୍ଭ ଦେଖାଉଛି।
ବିଜେପିରେ ସାମିଲ ହେଲେ ଫୁଟବଲ ପ୍ଲେୟାର ଅରିନ୍ଦମ ଭଟ୍ଟାଚାର୍ଯ୍ୟ
Download Argus News App
