କୁଳଡିହାର ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ନୀଳଗିରିର ରାଜକୁମାରୀ କୁମାରୀ ଆକୃତି
ନୂଆଦିଲ୍ଲୀ: ଆଜି ଆସାମ ଓ ପଶ୍ଚିମବଙ୍ଗ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସାମରେ ତୈଳ ଓ ପ୍ରାକୃତିକ ଗ୍ୟାସର ବିଭିନ୍ନ ପ୍ରକଳ୍ପ ସହ ଇଞ୍ଜିନିୟରିଂ କଲେଜର ଶିଳାନ୍ୟାସ କରିବେ ।
ସେହିପରି ପଶ୍ଚିମବଙ୍ଗର ହୁଗୁଳିରେ ବିଭିନ୍ନ ରେଳ ପ୍ରକଳ୍ପର ଶୁଭାରମ୍ଭ କରିବେ । ଆସାମର ଏହି ପ୍ରକଳ୍ପ ଦ୍ୱାରା ଅନେକ ଯୁବ ଶକ୍ତିକୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ । ଏହି କାର୍ଯ୍ୟକ୍ରମରେ ଆସାମର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବେ ।