ରାଜ୍ୟ ନିର୍ବାଚନ ଆୟୋଗର ସଚିବ ଶ୍ୟାମ ସିଂହ ରାଜପୁରୋହିତ କହିଛନ୍ତି ଯେ, କଡ଼ା ସୁରକ୍ଷାପ୍ରହରୀ ମଧ୍ୟରେ ମତଦାନ ପ୍ରକ୍ରିୟା ଚାଲିଛି। ମତାଦନ ସକାଳ ସାଢେ 7ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ସାଢେ 5ଟା ଯାଏଁ ଚାଲିବ। ସମୁଦାୟ 30,56,742 ଭୋଟର ଭୋଟ ଦେଉଛନ୍ତି। 897ଟି ଗ୍ରାମ ପଞ୍ଚାୟତରେ ନିର୍ବାଚନ ହେଉଛି। ସମୁଦାୟ ସରପଞ୍ଚ ପଦବୀ ପାଇଁ 4,629 ପ୍ରାର୍ଥୀ ଅଛନ୍ତି। 26 ଜଣ ସରପଞ୍ଚ ପ୍ରଥମରୁ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇ ସାରିଛନ୍ତି।
ରାଜସ୍ଥାନ ପଞ୍ଚାୟତ ନିର୍ବାଚନ : ମତଦାନ ପ୍ରକ୍ରିୟା ଆରମ୍ଭ

ଅର୍ଗସ ବ୍ୟୁରୋ : ରାଜସ୍ଥାନରେ ଆଜି ସକାଳୁ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଚତୁର୍ଥ ଏବଂ ଅନ୍ତିମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଚାଲିଛି। ଏହି ପର୍ଯ୍ୟାୟରେ 897ଟି ଗ୍ରାମ ପଞ୍ଚାୟତରେ ନିର୍ବାଚନ ହେଉଛି। ସମୁଦାୟ 30,56,742 ଭୋଟର ଭୋଟ ଦେଉଛନ୍ତି।
ଧସିଗଲା ମାଟି

ଅର୍ଗସ ବ୍ୟୁରୋ : ଯାଜପୁର ସୁକିନ୍ଦା କାଳିଆପାଣି ପଞ୍ଚାୟତ ଗୁରୁଜଙ୍ଗ ଅଞ୍ଚଳରେ ଥିବା ଫେକର ବେଦାନ୍ତ କ୍ରୋମାଇଟ ମାଇନ୍ସରୁ ଧସିଗଲା ମାଟି । ଫେକର କମ୍ପାନୀ ୧୯୯୨ ମସିହା ଠାରୁ ୨୫ ଏକର ଜମି ଲିଜ୍ ନେଇ ମାଇନ୍ସ ଖୋଲିଥିଲେ । ପରେ ଏହା ଏବେ ବେଦାନ୍ତକୁ ହସ୍ତାନ୍ତର କରିଛି ଫେକର । ମାତ୍ର ଫେକର ଅଧିନରେ ଚାଲୁଥିବା ବେଳେ ସେହି ମାଇନ୍ସଟି ଅଧିକ ଗଭୀରତା ଯୋଗୁଁ ୨୦୧୪ ମସିହାରେ ଭୁଷୁଡ
Download Argus News App
