ଚାଷୀଙ୍କ ପାଇଁ ପିପିଲି ଓ ଡେଲାଙ୍ଗରେ କେନାଲ କରିଥିଲେ। ଏବେ ପିପିଲି, ଡେଲାଙ୍ଗ ଚାଷୀ ଦୁଇ ଦୁଇଟି ଫସଲ କରୁଛନ୍ତି। ମହାରଥୀଙ୍କ ସମୟରେ ପିପିଲି, ଡେଲାଙ୍ଗର ବିକାଶ ହୋଇଛି। ପିପିଲିରେ ବିଜେଡିର ଏକପାଖିଆ ଜିତ୍ ହେବ ବୋଲି ଶ୍ରୀ ବର୍ମା କହିଛନ୍ତି।
ପିପିଲି ଉପନିର୍ବାଚନ ନେଇ ପ୍ରତିକ୍ରିୟା ରଖିଲେ ସଂଜୟ ଦାସବର୍ମା
Download Argus News App
