OLX ରେ କିଣୁଛନ୍ତି କି ଗାଡ଼ି ତେବେ ହୋଇଯାଆନ୍ତୁ ସାବଧାନ
କୋରାପୁଟ: ଆସନ୍ତା 13 ତାରିଖରେ କୋରାପୁଟ କୋଟିୟା ଅଞ୍ଚଳରେ ନିର୍ବାଚନ କରିବେ ଆନ୍ଧ୍ର ସରକାର । ଏନେଇ ଆଜି ଆନ୍ଧ୍ରର ଅନେକ କର୍ମଚାରୀ ଅଞ୍ଚଳ ଭିତରେ ପ୍ରବେଶ କରିଥିବାର ଚିତ୍ର ଦେଖିବାକୁ ମିଳିଛି। ବିଜୟାନଗର ଜିଲ୍ଲାର ସାଲୁର ମଣ୍ଡଳରେ କୋଟିୟା ଅଞ୍ଚଳକୁ ସାମିଲ କରିଛି ଆନ୍ଧ୍ର ।
ଏହି ପରିପ୍ରେକ୍ଷୀରେ କୋଟିଆର ଅଞ୍ଚଳରେ ଯେଉଁ ପଞ୍ଚାୟତ ଗୁଡ଼ିକରେ ନିର୍ବାଚନ ହେବାକୁ ରହିଛି ସେଠାରେ ସାଲୁର ସରକାରୀ କର୍ମଚାରୀ ପରିଦର୍ଶନ କରିଛନ୍ତି ।