ସେପଟେ ତିର୍ତ୍ତୋଲରେ ମଧ୍ୟ ବିଜେଡି ଆଗରେ । ପ୍ରଥମ ରାଉଣ୍ଡରେ ବିଜେଡିକୁ ୩୮୫୨ ଭୋଟ ଆସିଛି । ଏହାସହ ବିଜେପିକୁ ପ୍ରଥମ ରାଉଣ୍ଡ ସୁଦ୍ଧା ୨୭୭୫ ଭୋଟ ମିଳିଥିବା ଜଣାପଡ଼ିଛି । ତେବେ କଂଗ୍ରେସ ଖାତାରେ ୪୪୨ ଭୋଟ ରହିଛି । ୧୦୭୮ ଭୋଟରେ ଆଗୁଆ ରହିଛି ବିଜେଡି ।
ସୂଚନାନୁସାରେ, ବାଲେଶ୍ୱରରେ ମଧ୍ୟ ବିଜେଡି 615 ଭୋଟରେ ଆଗରେ ରହିଛି ।