ମୁଖ୍ୟ ରାସ୍ତାରେ କୋଇଲା ପରିବହନ ବନ୍ଦ କରିଛନ୍ତି ହେମଗିରି ବ୍ଲକର 9ଟି ପଂଚାୟତର ଗ୍ରାମବାସୀ
ନୂଆଦିଲ୍ଲୀ: ଗାନ୍ଧୀ ପରିବାରର ସୁରକ୍ଷାକୁ ଆହୁରି ମଜଭୁତ କରାଯିବ । ସୋନିଆ ଗାନ୍ଧୀ ପରିବାରର ସୁରକ୍ଷାରେ ମୁତୟନ ଅଛନ୍ତି ସିଆରପିଏଫର ‘ଜେଟ ପ୍ଲସ’ କବଚ । ଏବେ ଗାନ୍ଧି ପରିବାରର ସୁରକ୍ଷାକୁ ଆହୁରି ଅଧିକା ବଢାଇଦିଆଯିବ ।
ଏସପିଜିରେ ଦିର୍ଘସମୟ ଧରି କାର୍ଯ୍ୟ କରିସାରିଥିବା ଅଭିଜ୍ଞତା ସମ୍ପନ୍ନ କମାଣ୍ଡୋଙ୍କୁ ଏହି ସୁରକ୍ଷା କବଚରେ ଶାମିଲ କରାଯିବ । ଏହି ମକାଣ୍ଡୋ ଏପ୍ରିଲ୍ ପର୍ଯ୍ୟନ୍ତ ଜେଟ ପ୍ଲସ୍ ସୁରକ୍ଷାରେ ଅଂଶ ହୋଇସାରିଥିବେ । ଏଥିରେ ବହୁ କମାଣ୍ଡ ଅଛନ୍ତି ଯିଏକି 10ବର୍ଷରୁ ଅଧିକ ସମୟ ଧରି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ମୁତୟନ ଥିଲେ ।